ଜୀବନର ଉଦ୍ଦେଶ୍ୟ
ହେଉଛି
ସହଯୋଗ
ସହଯୋଗ ନିଜ ପାଇଁ, ସମ୍ପର୍କୀୟମାନଙ୍କ ପାଇଁ ଏବଂ ଆମର ଚାରିପଟର ପରିବେଶର ମଙ୍ଗଳ ପାଇଁ କାର୍ଯ୍ୟ କରିବା।
ଏହା କରିବା ପାଇଁ ଆମେ ‘‘ସମର୍ଥ’’, ହେବା ଆବଶ୍ୟକ ଏବଂ ଏହି ‘‘ସାମର୍ଥ୍ୟ’’
ହେଉଛି ଆମେ ଜୀବନସାରା ହାସଲ କରିବା ପାଇଁ କରୁଥିବା ସମସ୍ତ ପ୍ରୟାସ।